OSSSC PEO & Junior Assistant Documents Verification For Required Documents:
WWW.STATEWISEJOB.COM
Subscribe Now : ANSWER KUMAR FUNDA YOUTUBE CHANNEL
OSSSC Panchayat Executive Officer & Junior Assistant ରେଜଲ୍ଟସ ଆସିଯାଇଛି l Results ରେ ଗୋଟିଏ Post ପାଇଁ ଗୋଟିଏ ପିଲା କୁ ଚୟନ କରାଯାଇଛି l Documents Verification(DV) ନିଜ ନିଜ ଜିଲ୍ଲା କିମ୍ବା ଯେଉଁ ଜିଲ୍ଲାରେ ଆବେଦନ କରିଥିଲେ ସେହି ଜିଲ୍ଲାର Collector office ରେ ଆପଣଙ୍କର DV ହବ l DV ସରିବା ପରେ Next Process Counseling ହବ କିଏ କେଉଁ place ରେ joining କରିବେ According to Your District Wise Rank .
Important Documents For Documents Verification ;
- Caste Certificate(Service ର କରିଥିବା ଦରକାର ) for SC/ST/SEBC ପିଲାଙ୍କ ପାଇଁ ଏବଂ Disabilities (PwD) category ପାଇଁ Unique Disability Identity (UDID) Card ଦରକର l
- 10th Certificate & Marksheet
- 12th /+2 Certificate & Marksheet କିମ୍ବା Equivalent Certificate
- Odia Language Certificate ଦରକାର (ଯଦି ଯାହାର 10th ରେ Odia ଗୋଟେ Subject ନଥିବ )
- ଯେଉଁ ମାନେ Ex-Servicemen ତାଙ୍କର Discharge Certificate /Identity Card ଦରକାର ହବ l
- Sports ପିଲାଙ୍କ ପାଇଁ ID Card ଦରକାର (Sports & Youth Services Department of Government of Odisha )
- Registration of Any Employment Exchange of the District .(District/State ରେ ହୋଇଥିଲେ ମଧ୍ୟ ହବ)
- କେବଳ ଯେଉଁ ମାନେ State ରେ Employment Exchange Registration କରିଛନ୍ତି ସେମାନଙ୍କର Resident Certificate ଦରକାର l
- Application Form.
- Biodata Form.
OSSSC Official Sites Visit for More Updates : Click Now